BICHITRA

BICHITRA

  • Amit Kumar Sahoo
Publisher:jec publicationISBN 13: 9789391280178ISBN 10: 939128017X

Paperback & Hardcover deals ―

Amazon IndiaGOFlipkart GOSnapdealGOSapnaOnlineGOJain Book AgencyGOBooks Wagon₹1,705Book ChorGOCrosswordGODC BooksGO

e-book & Audiobook deals ―

Amazon India GOGoogle Play Books ₹0Audible GO

* Price may vary from time to time.

* GO = We're not able to fetch the price (please check manually visiting the website).

Know about the book -

BICHITRA is written by Amit Kumar Sahoo and published by jec publication. It's available with International Standard Book Number or ISBN identification 939128017X (ISBN 10) and 9789391280178 (ISBN 13).

ଭିନ୍ନତା ମଧ୍ୟରେ ଏକତା ସହ ସ୍ରଷ୍ଟା ଏବଂ ସୃଷ୍ଟି ମଧ୍ୟରେ ଏକ ସଂଯୋଗ ହିଁ ପୁସ୍ତିକା 'ବିଚିତ୍ରା' ।। ଓଡ଼ିଶାର କୋଣ ଅନୁକୋଣରୁ ସଂଗୃହିତ କବି ତଥା କବୟତ୍ରୀଙ୍କ ମଧ୍ୟରେ ଏକ ମିଳନର ସ୍ୱର କବିତାର ସଂକଳନ 'ବିଚିତ୍ରା' ।। ବର୍ତ୍ତମାନର ସ୍ଥିତି, ବିଗତ ଅତୀତ, ଆସନ୍ତା ଭବିଷ୍ୟତକୁ ନେଇ ଆମର ଏ ସଂକଳନ 'ବିଚିତ୍ରା' ।। ପ୍ରେମ ଠାରୁ ପ୍ରଣୟ , ଭକ୍ତି ଠାରୁ ଦର୍ଶନ , ଆଶ୍ଚର୍ଯ୍ୟ ରୁ ଉପଭୋଗ ଯାଏଁ ଏହାର ପ୍ରତିଟି ପୃଷ୍ଠା କରିଅଛି ମଣ୍ଡନ ।। ଆଶା ଏ ନିରାଶା ପରିସ୍ଥିତିରେ ମଧ୍ୟ ପାଠକଙ୍କ ପ୍ରଥମ ଆଭିମୁଖ୍ୟ ହୋଇ ପାରିବ ପୁସ୍ତିକା "ବିଚିତ୍ରା" ।।