* Price may vary from time to time.
* GO = We're not able to fetch the price (please check manually visiting the website).
ଚକାଆଖୀ (Chakaakhi) is written by Bijayalaxmi Nath and published by JEC PUBLICATION. It's available with International Standard Book Number or ISBN identification 9358505265 (ISBN 10) and 9789358505269 (ISBN 13).
ବିଶ୍ଵ ମଧ୍ୟେ ଭାରତ ରାଜ୍ୟରେ ଉତ୍କଳ ତଥା ଓଡିଶା ସଦା ବିଶ୍ଵ ଐତିହ୍ୟ ପୃଷ୍ଠାରେ ରଖି ଆସିଛି ନିଜର ସ୍ୱତନ୍ତ୍ର ସ୍ଥାନ l ବିଶ୍ଵ ଦରବାରରେ, ଭାରତବର୍ଷର କୋଣ ଅନୁକୋଣରେ ଓଡିଶା ଯାହାଙ୍କ ନାମରେ ପରିଚିତ, କୋଟି ଓଡ଼ିଆର ମଉଡମଣୀ, ପ୍ରତି ଓଡ଼ିଆର ସ୍ୱାଭିମାନ ଅଭିମାନ, ଓଡ଼ିଆ ଜାତିର ଆଦ୍ୟ ଅସ୍ମିତା କହିଲେ ପ୍ରଭୁ ଶ୍ରୀ ଜଗନ୍ନାଥ l ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ରକରି କେବଳ ଏ ଓଡ଼ିଶା ମାଟିରେ ନୁହେଁ ଏ ଧରାପୃଷ୍ଠରେ କେତେ ଯେ ଅଲୌକିକ, ଅବିଶ୍ଵସନୀୟ ଘଟଣାମାନ ଯେ ସମୟ ସ୍ରୋତରେ ଘଟି ଚାଲିଛି ତାର କୌଣସି ସୀମା ନାହିଁ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆମ ଓଡ଼ିଆ ଜାତିର ଧର୍ମ, ସଂସ୍କୃତି, ପରମ୍ପରା ବିକଶିତ ହୋଇଚାଲିଛି। ଓଡ଼ିଆ ଜାତି ଯେ କେବଳ ମହାପ୍ରଭୁଙ୍କୁ ଦେବତା ବୋଲି ମାନେ ତାହା ନୁହେଁ ବରଂ ସେ ଆମ ପ୍ରତ୍ୟେକ ଘରର ଏକ ମୂରବୀ, ପ୍ରତ୍ୟକ ବାପୁଡା ବୁଢାର ପୁଅ, ଭଉଣୀର ଭାଇ, ଦୁଃଖୀର ବନ୍ଧୁ, ସେ ସବୁ ସମ୍ପର୍କରେ ବନ୍ଧା ଏ ଓଡ଼ିଆ ଜାତିର ସରଳପଣ ପାଖେ ।